ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମଇଦ୍ୱାରା ଜମିର ମାଟି ସମତୁଲ କରାଇବା
ଉଦାହରଣ : କୃଷକ ଜମିକୁ ଚାରିଜଣ ମଜୁରିଆଙ୍କଦ୍ୱାରା ମଇ ଦିଆଇଲା
ସମକକ୍ଷ : ମଇ ଦିଆଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी
हेंगा से खेत की मिट्टी बराबर करवाना।
ଅର୍ଥ : ଖାଲ ଆଦିକୁ ଭରାଇ ସମତୁଲ କରାଇବା
ଉଦାହରଣ : ଲାଗୁଛି ମୋତେ ହିଁ ଏହି ଖାଲ ଭରାଇବାକୁ ପଡ଼ିବ
ସମକକ୍ଷ : ପୂର୍ଣ୍ଣକରାଇବା, ଭରାଇବା
गड्ढे आदि को भरवाकर चौरस कराना।
ସଂସ୍ଥାପନ କରନ୍ତୁ