ଅର୍ଥ : ସଫେଦା ଆମ୍ବର ଗଛ
ଉଦାହରଣ :
ଗତ ବର୍ଷ ସଫେଦା ଆମ୍ବ ଲଗା ଯାଇଥିଲା,ତାହା ବଢ଼ୁନାହିଁ
ସମକକ୍ଷ : ପୁଂଡରୀକ, ପୁଂଡରୀକ ଆମ୍ବ, ପୁଣ୍ଡରୀକ, ପୁଣ୍ଡରୀକ ଆମ୍ବ, ସଫେଦା ଆମ୍ବ
ଅନ୍ୟ ଭାଷାରେ ଅନୁବାଦ :
Large evergreen tropical tree cultivated for its large oval fruit.
mangifera indica, mango, mango treeଅର୍ଥ : ଗୋଟିଏ ପ୍ରକାରର ବହୁତ ଲମ୍ବା ଗଛ ଯାହାର କଢ଼ ଓ ଫଳରୁ ବାହାରୁଥିବା ସୁଗନ୍ଧିତ ତୈଳ ଔଷଧ ତିଆରି କାମରେ ଆସେ
ଉଦାହରଣ :
ସେ ସଫେଦା ଉପରେ ଚଢ଼ିବାକୁ ଚେଷ୍ଟା କରୁଛି
ସମକକ୍ଷ : ଗଂଧ ସଫେଦା, ଗନ୍ଧ ସଫେଦା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦସ୍ତା ଗୁଣ୍ଡ ଯାହାକୁ ଔଷଧ ରୂପେ ବ୍ୟବହାର କରାଯାଏ
ଉଦାହରଣ :
ବୈଦ୍ୟ ବଜାରରୁ ସଫେଦା ମଗାଇଲେ
ସମକକ୍ଷ : ଦସ୍ତାଗୁଣ୍ଡ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ପ୍ରକାରର ବହୁତ ବଢ଼ିଆ ଆମ୍ବ
ଉଦାହରଣ :
ସେ ଦୋକାନରୁ କିଲେ ସଫେଦା ଆମ୍ବ କିଣିଲେ
ସମକକ୍ଷ : ପୁଣ୍ଡରୀକ, ସଫେଦା ଆମ୍ବ
ଅନ୍ୟ ଭାଷାରେ ଅନୁବାଦ :
Large oval tropical fruit having smooth skin, juicy aromatic pulp, and a large hairy seed.
mango