ଅର୍ଥ : ପ୍ରତିଯୋଗିତାରେ ସଫଳତା ପ୍ରାପ୍ତ କରିବା
ଉଦାହରଣ :
ମଞ୍ଜୁଳ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଜିତିଲା
ସମକକ୍ଷ : ଜିତିବା, ବିଜୟପ୍ରାପ୍ତ କରିବା, ବିଜୟଲାଭ କରିବା
ଅନ୍ୟ ଭାଷାରେ ଅନୁବାଦ :
प्रतियोगिता आदि में सफलता प्राप्त करना।
मंजुल ने राज्य स्तरीय वादविवाद प्रतियोगिता जीती।