ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସପ୍ତର୍ଷିମଣ୍ଡଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସପ୍ତର୍ଷିମଣ୍ଡଳ   ବିଶେଷ୍ୟ

ଅର୍ଥ : ଯେଉଁ ସାତୋଟି ତାରା ଏକାସାଥିରେ ଧ୍ରୁବର ପରିକ୍ରମା କରୁଥିବାବେଳେ ଉତ୍ତର ଦିଗରେ ଦେଖାଯାନ୍ତି

ଉଦାହରଣ : ପ୍ରତି ରାତିରେ ସପ୍ତର୍ଷିମଣ୍ଡଳକୁ ଆକାଶରେ ଦେଖିହେବ

ସମକକ୍ଷ : ସପ୍ତଋଷି, ସପ୍ତର୍ଷି


ଅନ୍ୟ ଭାଷାରେ ଅନୁବାଦ :

वे सात तारे जो साथ रहकर ध्रुव की परिक्रमा करते हुए उत्तर दिशा में दिखाई पड़ते हैं।

हर रात सप्तर्षि को आकाश में देखा जा सकता है।
सप्त ऋषि, सप्तऋषि, सप्तर्षि

A group of seven bright stars in the constellation Ursa Major.

big dipper, charles's wain, dipper, plough, wagon, wain