ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସନ୍ଦେଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସନ୍ଦେଶ   ବିଶେଷ୍ୟ

ଅର୍ଥ : ଯୌବନ କହୁଥିବା ସମାଚାର

ଉଦାହରଣ : ମୁ ଆପଣଙ୍କୁ ଡାକିବାପାଇଁ ରାମ ହାତରେ ଖବର ପଠେଇଥିଲି

ସମକକ୍ଷ : ଖବର, ବାର୍ତ୍ତା


ଅନ୍ୟ ଭାଷାରେ ଅନୁବାଦ :

जबानी कहलाया हुआ समाचार।

मैंने आपको बुलाने के लिए राम से संदेश भेजा था।
खबर, ख़बर, संदेश, संदेशा, संदेसा

A communication (usually brief) that is written or spoken or signaled.

He sent a three-word message.
message

ଅର୍ଥ : ଏକ ପ୍ରକାରର ବଙ୍ଗାଳି ମିଠେଇ

ଉଦାହରଣ : ଆମ ଗୁରୁଜୀ ଯେତେବେଳେ ବି କଲିକତା ଯାଆନ୍ତି, ସେଠାରୁ ସେ ବଙ୍ଗାଳି ମିଠେଇ ସନ୍ଦେଶ ଆଣିବାକୁ ଭୁଲନ୍ତି ନାହିଁ ବଙ୍ଗାଳି ମିଠେଇମାନଙ୍କ ଭିତରେ ସନ୍ଦେଶର ଏକ ଅଲଗା ସ୍ଥାନ ରହିଛି


ଅନ୍ୟ ଭାଷାରେ ଅନୁବାଦ :

एक प्रकार की बंगला मिठाई।

हमारे गुरुजी जब भी कोलकता जाते हैं, वहाँ से बंगला मिठाई संदेश लाना नहीं भूलते।
संदेश, सन्देश

A food rich in sugar.

confection, sweet