ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସନ୍ତୁଷ୍ଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସନ୍ତୁଷ୍ଟି   ବିଶେଷ୍ୟ

ଅର୍ଥ : ତୃପ୍ତ ହୋଇଯିବାର ଅବସ୍ଥା ବା ଭାବ

ଉଦାହରଣ : ଜ୍ଞାନ ପାଇଲାପରେ ବୁଦ୍ଧଙ୍କର ତୃପ୍ତି ଆସିଲା

ସମକକ୍ଷ : ତୃପ୍ତି, ତୋଷ, ପରିତୋଷ, ସନ୍ତୋଷ


ଅନ୍ୟ ଭାଷାରେ ଅନୁବାଦ :

तृप्त या सन्तुष्ट हो जाने की अवस्था या भाव।

बुद्ध को ज्ञान प्राप्ति के पश्चात् ही आघ्राण हुआ।
परोपकार करके मुझे संतुष्टि की अनुभूति होती है।
अघाई, अनुतोष, आघ्राण, आसूदगी, तुष्टि, तृप्ति, तोख, तोष, तोषण, निसा, परितोष, संतुष्टि, संतोष

The state of being satisfactorily full and unable to take on more.

repletion, satiation, satiety

ଅର୍ଥ : କୌଣସି କଥାର ଚିନ୍ତା, ଅପେକ୍ଷା, ବା ଅଭିଯୋଗ ନ ରହିବା ବା କୌଣସି କଥାରେ ସଂପୂର୍ଣ୍ଣ ପ୍ରସନ୍ନ ହେବାର ଭାବ

ଉଦାହରଣ : ମୋ କାମ ଆପଣଂକୁ ସନ୍ତୋଷ ଦେଲା କି ନାହିଁ

ସମକକ୍ଷ : ସନ୍ତୋଷ


ଅନ୍ୟ ଭାଷାରେ ଅନୁବାଦ :

किसी बात की चिंता, अपेक्षा या शिकायत न रह जाने या किसी बात से पूरा प्रसन्न होने का भाव।

मेरे काम के प्रति आपकी संतुष्टि ही मेरा इनाम है।
इतमीनान, इत्मीनान, करार, तसल्ली, तस्कीन, दिलजमई, संतुष्टि, संतोष

Happiness with one's situation in life.

contentment

ଅର୍ଥ : ସନ୍ତୁଷ୍ଟ କରିବାର ପ୍ରକ୍ରିୟା

ଉଦାହରଣ : ସେମାନେ ପିତୃପୁରୁଷଙ୍କ ଆତ୍ମାଶାନ୍ତି ପାଇଁ ଗୟାରେ ପିଣ୍ଡଦାନ କରାଇଲେ

ସମକକ୍ଷ : ଆତ୍ମାଶାନ୍ତି, ତୁଷ୍ଟିକରଣ


ଅନ୍ୟ ଭାଷାରେ ଅନୁବାଦ :

किसी को तुष्ट या प्रसन्न करने की क्रिया।

उन्होंने अपने पितरों के तुष्टीकरण के लिए गया में पिंडदान करवाया।
अपतुष्टि, तुष्टीकरण

The act of appeasing (as by acceding to the demands of).

appeasement, calming

ଅର୍ଥ : ମନର ଏହି ଅବସ୍ଥା ଯାହା କାରଣରୁ ଆମେ ସଦାବେଳେ ପ୍ରସନ୍ନ ରହୁ ଏବଂ କୌଣସି କମନା ମନରେ ରହେ ନାହିଁ

ଉଦାହରଣ : ସନ୍ତୋଷ ମଣିଷକୁ ସୁଖ ଓ ଶାନ୍ତି ପ୍ରଦାନ କରେ

ସମକକ୍ଷ : ସନ୍ତୋଷ


ଅନ୍ୟ ଭାଷାରେ ଅନୁବାଦ :

मन की वह अवस्था जिसके कारण हम सदा प्रसन्न रहते और किसी बात की कामना नहीं करते हैं।

संतोष आदमी को सुख और शांति प्रदान करता है।
अभिरति, संतोष