ଅର୍ଥ : ବ୍ରତ ଅନୁଯାୟୀ ଏକ ନିର୍ଦ୍ଧାରିତ ସମୟ ସୀମା ପର୍ଯ୍ୟନ୍ତ ଗରିବମାନଙ୍କୁ ଦୈନିକ ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ପଦାର୍ଥ ବାଣ୍ଟିବାର କାର୍ଯ୍ୟ
ଉଦାହରଣ :
ଆଧୁନିକ ଯୁଗରେ ବି କିଛିଲୋକ ସଦାବ୍ରତ ଚଳାଇଛନ୍ତି
ସମକକ୍ଷ : ସଦାବ୍ରତ
ଅନ୍ୟ ଭାଷାରେ ଅନୁବାଦ :
लिए गए व्रत के अनुसार गरीबों में एक निश्चित समय सीमा तक प्रतिदिन भोजन और अन्य जरूरी वस्तुएँ बाँटने का कार्य।
आधुनिक युग में भी कुछ लोग सदावर्त चलाते हैं।ଅର୍ଥ : ସଦାବର୍ତ୍ତ କାରଣରୁ ଗରିବ ଲୋକମାନଙ୍କୁ ଦିଆ ଯାଉଥିବା ଭୋଜନ,ଅନ୍ନ,ବସ୍ତ୍ର ଆଦି
ଉଦାହରଣ :
ସେଠଜୀ ସଦାବର୍ତ୍ତ ବାଣ୍ଟୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
सदावर्त के दौरान गरीबों को दिया जाने वाला भोजन, अन्न, वस्त्र आदि।
सेठजी सदावर्त बाँट रहे हैं।