ଅର୍ଥ : କୃଷ୍ଣଙ୍କ ଜଣେ ପାଟରାଣୀ
ଉଦାହରଣ :
ସତ୍ୟା କୋଶଳ ରାଜା ନଗ୍ନଜିତଙ୍କ କନ୍ୟା ଥିଲେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଯେଉଁ ଧୀବର କନ୍ୟାଙ୍କର ବିବାହ ରାଜା ଶାନ୍ତନୁଙ୍କ ସହିତ ହୋଇଥିଲା
ଉଦାହରଣ :
ସତ୍ୟବତୀଙ୍କ ପ୍ରତିଜ୍ଞା ପୂର୍ଣ୍ଣ କରିବାପାଇଁ ଭୀଷ୍ମପିତାମହ ପଣ କରିଥିଲେ
ସମକକ୍ଷ : ମତ୍ସ୍ୟଗଂଧା, ମତ୍ସ୍ୟଗନ୍ଧା, ମୀନଗଂଧା, ମୀନଗନ୍ଧା, ଯୋଜନ ଗଂଧା, ଯୋଜନଗନ୍ଧା, ସତ୍ୟବତୀ
ଅନ୍ୟ ଭାଷାରେ ଅନୁବାଦ :
एक धीवर कन्या जिसका विवाह राजा शांतनु के साथ हुआ था।
सत्यवती की माँग पूरी करने के लिए ही भीष्मपितामह ने प्रण लिया था।An imaginary being of myth or fable.
mythical being