ଅର୍ଥ : ବୈଶାଖ ମାସ ଶୁକ୍ଳ ପକ୍ଷର ତୃତୀୟା
ଉଦାହରଣ :
ବିଶ୍ୱାସ କରାଯାଏଯେ ଅକ୍ଷୟ ତୃତୀୟାରୁ ହିଁ ସତ୍ୟଯୁଗର ଆରମ୍ଭ ହୋଇଥିଲା
ସମକକ୍ଷ : ଅକ୍ଷୟ ତୃତୀୟା
ଅନ୍ୟ ଭାଷାରେ ଅନୁବାଦ :
वैशाख के शुक्ल पक्ष की तृतीया।
ऐसा माना जाता है कि सत्ययुगाद्या को ही सत्ययुग का आरम्भ हुआ था।