ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସତ୍କାର ଗୃହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସତ୍କାର ଗୃହ   ବିଶେଷ୍ୟ

ଅର୍ଥ : ଘରେ ଅତିଥିମାନଙ୍କ ରହିବା ଓ ସେବା-ସତ୍କାର ନିମନ୍ତେ ବ୍ୟବହାର କରାଯାଉଥିବା କୋଠରି

ଉଦାହରଣ : କୈଳାସ ଅତିଥି କକ୍ଷରେ ନିଜର ଅତିଥିମାନଙ୍କ ସହିତ ବସିଛି

ସମକକ୍ଷ : ଅତିଥି କକ୍ଷ, ଗେଷ୍ଟ୍‌ ରୁମ୍‌


ଅନ୍ୟ ଭାଷାରେ ଅନୁବାଦ :

घर में अतिथियों के ठहरने और सेवा-सत्कार के लिए उपयोग में आनेवाला कमरा।

कैलाश अतिथि कक्ष में अपने मेहमानों के साथ बैठा हुआ है।
अतिथि कक्ष, गैस्टरूम, मेहमान ख़ाना

A bedroom that is kept for the use of guests.

guestroom