ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସତପୁରିୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସତପୁରିୟା   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ଜଙ୍ଗଲୀ ମହୁମାଛି

ଉଦାହରଣ : ଗାଈଆଳକୁ ଜଙ୍ଗଲରେ ସତପୁରିୟା ମହୁମାଛିମାନେ ନାହୁଡ଼ ମାରି ଦେଇଛନ୍ତି

ସମକକ୍ଷ : ସତପୁରିୟା ମହୁମାଛି


ଅନ୍ୟ ଭାଷାରେ ଅନୁବାଦ :

एक प्रकार की जंगली मधुमक्खी।

जंगल में चरवाहे को सतपुरिया ने डंक मार दिया।
सतपुरिया