ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଙ୍ଗୀତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଙ୍ଗୀତ   ବିଶେଷ୍ୟ

ଅର୍ଥ : ଆନନ୍ଦଦାୟକ ଧ୍ୱନି

ଉଦାହରଣ : ହିମାଳୟ ଉପତ୍ୟକାରେ ମଳୟ ସଙ୍ଗୀତ ହୃଦୟକୁ ଛୁଇଁ ଯାଏ


ଅନ୍ୟ ଭାଷାରେ ଅନୁବାଦ :

आनन्ददायक ध्वनि।

हिमालय की वादियों में वायु का संगीत हृदय को छू जाता है।
संगीत

Any agreeable (pleasing and harmonious) sounds.

He fell asleep to the music of the wind chimes.
euphony, music

ଅର୍ଥ : ଲୟ, ତାଳ, ସ୍ୱରଆଦିର ନିୟମ ଅନୁସାରେ କୌଣସି ପଦ୍ୟ ବା ବାଦ୍ୟର ଆକର୍ଷକ ଏବଂ ମନୋରଞ୍ଜକ ରୂପରେ ହେଉଥିବା ଉଚ୍ଚାରଣ ବା ଧ୍ୱନି

ଉଦାହରଣ : ସଙ୍ଗୀତ ଶୁଣିଲେ ହୃଦୟକୁ ଶାନ୍ତି ମିଳେ


ଅନ୍ୟ ଭାଷାରେ ଅନୁବାଦ :

लय,ताल,स्वर आदि के नियमों के अनुसार किसी पद्य या वाद्य का आकर्षक और मनोरंजक रूप से होने वाला उच्चारण या ध्वनि।

संगीत सुनने से हृदय को शांति मिलती है।
म्यूज़िक, म्यूजिक, संगीत

An artistic form of auditory communication incorporating instrumental or vocal tones in a structured and continuous manner.

music

ଅର୍ଥ : ସଙ୍ଗୀତ ସମ୍ବନ୍ଧୀୟ ପ୍ରକ୍ରିୟା

ଉଦାହରଣ : ଗାୟନ,ବାଦନ ଆଦି ସଙ୍ଗୀତାତ୍ମକ ପ୍ରକ୍ରିୟା

ସମକକ୍ଷ : ସଙ୍ଗୀତାତ୍ମକ ପ୍ରକ୍ରିୟା


ଅନ୍ୟ ଭାଷାରେ ଅନୁବାଦ :

* संगीत संबंधी क्रिया।

गायन, वादन आदि संगीत हैं।
संगीत, संगीतमय क्रिया, संगीतात्मक क्रिया

Musical activity (singing or whistling etc.).

His music was his central interest.
music