ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଙ୍କର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଙ୍କର   ବିଶେଷ୍ୟ

ଅର୍ଥ : ଭିନ୍ନ-ଭିନ୍ନ ଜାତିର ବା ବର୍ଗର ଜନ୍ତୁ ବା ବୃକ୍ଷମାନଙ୍କର ସଂସର୍ଗ କରାଇଲେ ଯେଉଁ ଉନ୍ନତ ପ୍ରକାର ଜାତି ବା ବର୍ଗର ସୃଷ୍ଟି ହୁଏ

ଉଦାହରଣ : କୃଷି ବୈଜ୍ଞାନିକ କୃଷକମାନଙ୍କୁ ସଙ୍କର ବିହନ ଦେଉଛନ୍ତି

ସମକକ୍ଷ : ସଂକର


ଅନ୍ୟ ଭାଷାରେ ଅନୁବାଦ :

भिन्न-भिन्न जातियों या वर्गों के जन्तुओं या पौधों में संसर्ग कराने से उत्पन्न कोई उन्नत किस्म या कोई नई जाति या वर्ग।

कृषि वैज्ञानिक संकर बीजों को किसानों को दे रहे हैं।
दोगला, दोग़ला, संकर, सङ्कर

ଅର୍ଥ : ଯାହାର ଜନ୍ମ ଭିନ୍ନ-ଭିନ୍ନ ବର୍ଣ୍ଣ ବା ଜାତିର ବାପା ଓ ମାଆଙ୍କଠାରୁ ହୋଇଥାଏ

ଉଦାହରଣ : ଆମ ସମାଜରେ ବର୍ଣ୍ଣସଙ୍କରଙ୍କୁ ସହଜରେ ସ୍ୱୀକାର କରାଯାଏ ନାହିଁ

ସମକକ୍ଷ : ଜାରଜ, ବର୍ଣ୍ଣସଙ୍କର, ହାରମଜାଦା, ହାରାମୀ


ଅନ୍ୟ ଭାଷାରେ ଅନୁବାଦ :

वह जिसकी उत्पत्ति भिन्न-भिन्न वर्णों या जातियों के पिता और माता से हुई हो।

हमारे समाज में संकर आसानी से नहीं स्वीकार किए जाते।
अरजल, अवरूप, दोगला, मूष्यायण, वर्णसंकर, वर्णसङ्कर, संकर, सङ्कर, हरामज़ादा, हरामजादा, हरामी

ସଙ୍କର   ବିଶେଷଣ

ଅର୍ଥ : ସଙ୍କର ପ୍ରଣାଳୀରେ ଉତ୍ପନ୍ନ

ଉଦାହରଣ : ଏଠାରେ ଘୋଡ଼ା, ଗାଈଆଦିର ଉନ୍ନତ ସଙ୍କର ଜାତିର ପଶୁ ଉତ୍ପନ୍ନ କରାଯାଏ


ଅନ୍ୟ ଭାଷାରେ ଅନୁବାଦ :

संकर से उत्पन्न।

यहाँ घोड़े गाय आदि की उन्नत संकरित जातियाँ उत्पन्न की जाती हैं।
वर्ण संकर, संकरित, संकीर्ण