ଅର୍ଥ : ହିନ୍ଦୁମାନଙ୍କ ଧର୍ମଦୃଷ୍ଟିରେ ମନୁଷ୍ୟକୁ ଶୁଦ୍ଧ ଓ ଉନ୍ନତ କରିବା ନିମନ୍ତେ କରାଯାଉଥିବା ବିଶିଷ୍ଟ କୃତ୍ୟ
ଉଦାହରଣ :
ହିନ୍ଦୁ ଧର୍ମରେ ସଂସ୍କାରର ବଡ଼ ମହତ୍ତ୍ୱ ରହିଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶବକୁ ଜଳେଇବା କ୍ରିୟା
ଉଦାହରଣ :
ଆଜିକାଲି ଶବଦାହ ନିମନ୍ତେ ସହରରେ ବିଦ୍ୟୁତ ଶବଦାହ ଗୃହ ମଧ୍ୟ ନିର୍ମାଣ କରାଗଲାଣି
ସମକକ୍ଷ : ଚିତା କର୍ମ, ଦାହ କର୍ମ, ଦାହ ସଂସ୍କାର, ଦାହକ୍ରିୟା, ଶବଦାହ, ଶବସଂସ୍କାର
ଅନ୍ୟ ଭାଷାରେ ଅନୁବାଦ :
शव को जलाने की क्रिया।
आजकल शवदाह के लिए शहरों में विद्युत शवदाहगृह का निर्माण भी किया गया है।The incineration of a dead body.
cremationଅର୍ଥ : ମନ, ରୁଚି, ଆଚାରବିଚାର ଆଦିକୁ ପରିଷ୍କୃତ ତଥା ଉନ୍ନତ କରିବାର କାର୍ଯ୍ୟ
ଉଦାହରଣ :
ପିଲାମାନଙ୍କୁ ଭଲ ସଂସ୍କାର ଦେବା ପ୍ରତ୍ୟେକ ମାଆ-ବାପାଙ୍କ କର୍ତ୍ତବ୍ୟ
ସମକକ୍ଷ : ଶିଷ୍ଟାଚାର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପୂର୍ବ ଜନ୍ମ, କୁଳ ମର୍ଯ୍ୟାଦା, ଶିକ୍ଷା, ସଭ୍ୟତା ଆଦିର ମନ ଉପରେ ପଡ଼ୁଥିବା ପ୍ରଭାବ
ଉଦାହରଣ :
ଏହା ବୋହୂର ସଂସ୍କାର ଯେ ସେ କେତେବେଳେ ବି ପାଲଟା ଜବାବ ଦିଏନାହିଁ
ଅନ୍ୟ ଭାଷାରେ ଅନୁବାଦ :
पूर्व जन्म, कुल-मर्यादा, शिक्षा, सभ्यता आदि का मन पर पड़ने वाला प्रभाव।
यह बहू का संस्कार ही है जो वह कभी पलटकर जवाब नहीं देती।