ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂରକ୍ଷିତ ବନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂରକ୍ଷିତ ବନ   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥାନରେ ପଶୁପକ୍ଷୀମାନଙ୍କ ସଂରକ୍ଷଣ କରାଯାଏ

ଉଦାହରଣ : ଶୀତ ଋତୁରେ ଭାରତର ଅଭୟାରଣ୍ୟଗୁଡ଼ିକୁ ବହୁତ ବିଦେଶୀ ପକ୍ଷୀ ଆସିଥାନ୍ତି

ସମକକ୍ଷ : ଅଭୟାରଣ୍ୟ


ଅନ୍ୟ ଭାଷାରେ ଅନୁବାଦ :

वह स्थान जहाँ पर पशु-पक्षियों को संरक्षण दिया जाता है।

शीत काल में भारत के अभयारण्यों में बहुत सारे प्रवासी पक्षी आते हैं।
अभय वन, अभयवन, अभयारण्य, अभ्यारण्य, आरक्षित वन, संरक्षित वन

A large area of land preserved in its natural state as public property.

There are laws that protect the wildlife in this park.
park, parkland