ଅର୍ଥ : ବଢ଼ିବା ବା ବଢ଼ାଯାଇଥିବା
ଉଦାହରଣ :
ସଂବର୍ଦ୍ଧନ ଗୃହରେ ବର୍ଦ୍ଧନଶୀଳ ଗଛର ଚାରା ରୋପଣ ଆବଶ୍ୟକ
ସମକକ୍ଷ : ବର୍ଦ୍ଧନଶୀଳ
ଅନ୍ୟ ଭାଷାରେ ଅନୁବାଦ :
बढ़ाया हुआ।
संवर्द्धन-गृह में संवर्द्धित पौधों का रोपण आवश्यक है।ଅର୍ଥ : ପାଳନ ପୋଷଣ ବା ଲାଳିତ ପାଳିତ ହୋଇଥିବା
ଉଦାହରଣ :
ମୋ ବୁଢ଼ାବାପାଙ୍କଦ୍ୱାରା ଲାଳିତପାଳିତ ଏହି ଆମ୍ବ ଗଛ ଏବେ ଫଳିଲାଣି
ସମକକ୍ଷ : ପାଳିତପୋଷିତ, ପୁଷ୍ଟ, ଲାଳିତପାଳିତ
ଅନ୍ୟ ଭାଷାରେ ଅନୁବାଦ :