ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂପୂର୍ଣ୍ଣତଲାସୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂପୂର୍ଣ୍ଣତଲାସୀ   ବିଶେଷ୍ୟ

ଅର୍ଥ : ଲୁଚାଇ ରଖାଯାଇଥିବା ବସ୍ତୁକୁ ଖୋଜି ବାହାର କରିବା ଲାଗି ସନ୍ଦେହବଶତଃ କାହାର କପଡ଼ା ଆଦି ଖୋଲିକରି ଉତ୍ତମରୂପେ ନିଆଯାଉଥିବା ତଲାସୀ

ଉଦାହରଣ : ପୁଲିସ ସଂପୂର୍ଣ୍ଣତଲାସୀ କରିବା ପରେ ଦର୍ଶକଙ୍କୁ କ୍ରିକେଟ ପଡ଼ିଆକୁ ଯିବାକୁ ଦିଆଗଲା


ଅନ୍ୟ ଭାଷାରେ ଅନୁବାଦ :

छिपाई हुई वस्तु ढूँढने के लिए या संदेहवश किसी के कपड़े आदि उतरवाकर या यों ही अच्छी तरह ली जाने वाली तलाशी।

पुलिस नंगाझोली के बाद ही दर्शकों को क्रिकेट मैदान में जाने दे रही थी।
जामातलाशी, नंगाझोरी, नंगाझोली