ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂପୂର୍ଣ୍ଣ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂପୂର୍ଣ୍ଣ କରିବା   କ୍ରିୟାପଦ

ଅର୍ଥ : ପୂର୍ଣ୍ଣ କରିବା ବା ପୂରାପୂରିଭାବେ ଠିକ କରିବା ବା ଅଭାବ ଆଦି ଦୂରକରି ଭଲରୂପେ କରିବା

ଉଦାହରଣ : ଆଉ ଟିକେ ଗରମକରି ଝୋଳର ସ୍ୱାଦକୁ ସଂପୂର୍ଣ୍ଣ କରନ୍ତୁ

ସମକକ୍ଷ : ଉତ୍କୃଷ୍ଟ କରିବା, ଉତ୍ତମ କରିବା, ପୂରା କରିବା, ଭଲରୂପେ କରିବା


ଅନ୍ୟ ଭାଷାରେ ଅନୁବାଦ :

* पूर्ण बनाना या पूरी तरह से ठीक बनाना या कमियों आदि को दूरकर अच्छा बनाना।

थोड़ा-सा और गरम करके सूप के स्वाद को पूर्ण बनाइए।
उत्तम बनाना, पूर्ण बनाना