ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂପାତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂପାତି   ବିଶେଷ୍ୟ

ଅର୍ଥ : ରାମାୟଣରେ ବର୍ଣ୍ଣିତ ଏକ ଶାଗୁଣା ଯେ ଜଟାୟୁର ବଡ଼ ଭାଇ ଥିଲେ

ଉଦାହରଣ : ସୀତାଙ୍କ ଅନ୍ୱେଷଣରେ ଯାଇଥିବା ମାଙ୍କଡ଼ମାନଙ୍କୁ ସଂପାତି ସୀତାଙ୍କ ଠିକଣା ବତାଇ ଥିଲେ

ସମକକ୍ଷ : ସମ୍ପାତି


ଅନ୍ୟ ଭାଷାରେ ଅନୁବାଦ :

रामायण में वर्णित एक गिद्ध जो जटायु का बड़ा भाई था।

संपाति ने सीता की खोज में निकले वानरों को सीता का पता बताया।
संपाति, संपाती, सम्पाति, सम्पाती

An imaginary being of myth or fable.

mythical being

ଅର୍ଥ : ରାମଙ୍କ ସେନାର ଜଣେ ବାନର

ଉଦାହରଣ : ସମ୍ପାତିଙ୍କ ବର୍ଣ୍ଣନା ରାମାୟଣରେ ମିଳେ

ସମକକ୍ଷ : ସମ୍ପାତି


ଅନ୍ୟ ଭାଷାରେ ଅନୁବାଦ :

राम की सेना का एक वानर।

संपाति का वर्णन रामायण में मिलता है।
संपाति, संपाती, सम्पाति, सम्पाती

An imaginary being of myth or fable.

mythical being

ଅର୍ଥ : ମାଳି ନାମକ ରାକ୍ଷସର ଚାରିପୁତ୍ରଙ୍କ ମଧ୍ୟରୁ ଜଣେ

ଉଦାହରଣ : ରାମାୟଣରେ ସମ୍ପାତିର ବର୍ଣ୍ଣନା ମିଳେ

ସମକକ୍ଷ : ସମ୍ପାତି


ଅନ୍ୟ ଭାଷାରେ ଅନୁବାଦ :

माली नामक राक्षस के चार पुत्रों में से एक।

संपाति का वर्णन रामायण में मिलता है।
संपाति, संपाती, सम्पाति, सम्पाती

An imaginary being of myth or fable.

mythical being