ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂଧ୍ୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂଧ୍ୟା   ବିଶେଷ୍ୟ

ଅର୍ଥ : ଶେଷ ସମୟ

ଉଦାହରଣ : ତାହା ମୋଗଲ୍ ସାମ୍ରାଜ୍ୟର ସଂଧ୍ୟା ଥିଲା

ସମକକ୍ଷ : ସାୟଂ କାଳ


ଅନ୍ୟ ଭାଷାରେ ଅନୁବାଦ :

आखिरी या अंत समय।

यह मुगल साम्राज्य की संध्या थी।
शाम, संध्या, सांध्य काल, सायं काल

A later concluding time period.

It was the evening of the Roman Empire.
evening

ଅର୍ଥ : ସକାଳେ,ଦ୍ୱିପହରେ ଏବଂ ସଂଧ୍ୟାରେ ଆର୍ଯ୍ୟମାନଙ୍କର ଏକ ଉପାସନା

ଉଦାହରଣ : ସେ ସବୁଦିନେ ସଂଧ୍ୟୋପାସନା କରେ

ସମକକ୍ଷ : ସଂଧ୍ୟୋପାସନା


ଅନ୍ୟ ଭାଷାରେ ଅନୁବାଦ :

आर्यों की एक उपासना जो संध्या के समय की जाती है।

वह प्रतिदिन संध्योपासना करता है।
संध्या, संध्योपासना

The activity of worshipping.

worship

ଅର୍ଥ : ଯେଉଁ ସମୟରେ ଦିନ ସରିଆସୁଥାଏ ଓ ରାତି ଆରମ୍ଭ ହେଉଥାଏ

ଉଦାହରଣ : ସଂଧ୍ୟା ହେବାମାତ୍ରେ ସେ ଘରୁ ବାହାରି ପଡ଼ିଲେ

ସମକକ୍ଷ : ଦିନାବସାନ, ଦିବସାନ୍ତ, ସଞ୍ଜ, ସାୟଂକାଳ


ଅନ୍ୟ ଭାଷାରେ ଅନୁବାଦ :

वह समय जब दिन का अंत और रात का आरंभ होने को होता है।

शाम होते ही वह घर से निकल पड़ा।
अवसान, अस्तमनबेला, दिनावसान, दिवसविगम, दिवसांत, निशादि, निशामुख, वैकाल, शाम, संध्या, संध्याकाल, सरेशाम, साँझ, सायं, सायंकाल

The latter part of the day (the period of decreasing daylight from late afternoon until nightfall).

He enjoyed the evening light across the lake.
eve, even, evening, eventide