ଅର୍ଥ : ଯାହାର ସଂଚାର କରାଯାଇଛି
ଉଦାହରଣ :
କେତେକ ଜୀବାଣୁ ରକ୍ତଦ୍ୱାରା ସଂଚାରିତ ହୋଇଥାନ୍ତି ଉପଗ୍ରହ ମାଧ୍ୟମରେ ସଂଚାରିତ ଏକ ଚୀନା ସମାଚାରପତ୍ରର ପ୍ରକାଶନ ହେଲା
ଅନ୍ୟ ଭାଷାରେ ଅନୁବାଦ :
जिसका संचार किया गया हो या हुआ हो।
रक्त द्वारा संचारित विषाणु कई रोगों को जन्म देते हैं।ଅର୍ଥ : ସଂସର୍ଗ ବା ଛୁଆଁରୁ ସୃଷ୍ଟି ହେଉଥିବା ବା ଯାହା ସଂକ୍ରମଣରୁ ହୁଏ(ରୋଗ)
ଉଦାହରଣ :
ହଇଜା ଏକ ସଂକ୍ରାମକ ରୋଗ
ଅନ୍ୟ ଭାଷାରେ ଅନୁବାଦ :
संसर्ग या छूत से फैलने वाला या जिसका संक्रमण होता हो (रोग)।
हैजा एक संक्रामक रोग है।(of disease) capable of being transmitted by infection.
catching, communicable, contagious, contractable, transmissible, transmittable