ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂଘର୍ଷକରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂଘର୍ଷକରିବା   କ୍ରିୟାପଦ

ଅର୍ଥ : କୌଣସି ଜିନିଷ ପାଇବାପାଇଁ ଆପ୍ରାଣ ଉଦ୍ୟମ କରିବା

ଉଦାହରଣ : ମୁଁ ଏହି କାମ କରାଇବାପାଇଁ ଚାରିଦିନ ହେଲା ସଂଘର୍ଷ କରିଆସୁଛି


ଅନ୍ୟ ଭାଷାରେ ଅନୁବାଦ :

किसी चीज को प्राप्त करने के लिए भरसक प्रयत्न करना।

मैं इस काम को करवाने के लिए चार दिन से जूझ रहा हूँ।
जूझना, संघर्ष करना

To exert strenuous effort against opposition.

He struggled to get free from the rope.
struggle