ଅର୍ଥ : ପ୍ରତି ମାସର କୃଷ୍ଣପକ୍ଷର ଚତୁର୍ଥୀ
ଉଦାହରଣ :
ଶ୍ୟାମ ପ୍ରତି ସଙ୍କଷ୍ଟୀ ଚତୁର୍ଥୀରେ ବ୍ରତ କରେ
ସମକକ୍ଷ : ସଂକଷ୍ଟୀ, ସଙ୍କଷ୍ଟୀ, ସଙ୍କଷ୍ଟୀ ଚତୁର୍ଥୀ
ଅନ୍ୟ ଭାଷାରେ ଅନୁବାଦ :
प्रत्येक महीने के कृष्ण पक्ष की चतुर्थी।
श्याम प्रत्येक संकष्टी चतुर्थी को व्रत रखता है।