ଅର୍ଥ : ଯେଉଁ ଉପକରଣ ବିଦ୍ୟୁତ, ତାପମାନ ଆଦି ସ୍ଥିର କରେ
ଉଦାହରଣ :
ଷ୍ଟେବଲାଇଜର ବ୍ୟବହାରକଲେ ଟିଭିକୁ ସ୍ଥିର ବିଜୁଳିଶକ୍ତି ମିଳେ
ସମକକ୍ଷ : ଷ୍ଟେବିଲାଇଜର
ଅନ୍ୟ ଭାଷାରେ ଅନୁବାଦ :
वह उपकरण जो विद्युत, तापमान आदि को स्थिर करता है।
स्थिरक का उपयोग करने से टीवी को स्थिर बिजली मिलती है।