ଅର୍ଥ : ପ୍ରତିଲେଖନରେ କୁଶଳ ଲିପିକାର
ଉଦାହରଣ :
ଅଫିସର ଜଣକ ନିଜ ବକ୍ତବ୍ୟକୁ ଷ୍ଟେନୋଗ୍ରାଫର ଦ୍ବାରା ଲେଖାଇଲେ
ସମକକ୍ଷ : ଆଶୁ ଲିପିକ, କ୍ଷିପ୍ର ଲେଖକ
ଅନ୍ୟ ଭାଷାରେ ଅନୁବାଦ :
वह लिपिक जो प्रतिलेखन में कुशल होता है।
अधिकारी ने अपने कथनों को आशुलिपिक से लिखवाया।Someone skilled in the transcription of speech (especially dictation).
amanuensis, shorthand typist, stenographer