ଅର୍ଥ : ଏକ ପ୍ରକାରର ସରକାରୀ କାଗଜ ଯାହା ଉପରେ ନିବେଦନ, ଦାବି ଲେଖିକରି ଅଦାଲତରେ ଦିଆଯାଏ ବା ଯାହା ଉପରେ ପକ୍କା ଲେଖାପଢ଼ା କରାଯାଏ
ଉଦାହରଣ :
ବାପା ଷ୍ଟାମ୍ପ ଆଣିବା ପାଇଁ ଯାଇଛନ୍ତି
ସମକକ୍ଷ : ଅଂକପତ୍ରକ, ଅଙ୍କପତ୍ରକ, ଷ୍ଟାଂପ, ଷ୍ଟାଂପ ପେପର, ଷ୍ଟାଂପକାଗଜ, ଷ୍ଟାମ୍ପ, ଷ୍ଟାମ୍ପପେପର
ଅନ୍ୟ ଭାଷାରେ ଅନୁବାଦ :
एक प्रकार का मुहर लगा सरकारी काग़ज़ जिस पर अर्जी, दावा लिखकर अदालत में दाखिल किया जाता है या जिस पर किसी प्रकार की पक्की लिखा-पढ़ी की जाती है।
पिताजी स्टाम्प पेपर लेने गए हैं।