ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦଶରେ ଛଅ ମିଶିଲେ ମିଳୁଥିବା ସଂଖ୍ୟା
ଉଦାହରଣ : ଆଠ ଓ ଆଠ ମିଶି ଷୋହଳ ହୁଏ
ସମକକ୍ଷ : ୧୬
ଅନ୍ୟ ଭାଷାରେ ଅନୁବାଦ :हिन्दी English
दस और छः के योग से प्राप्त अंक।
The cardinal number that is the sum of fifteen and one.
ଅର୍ଥ : କୌଣସି ଇଂରେଜୀ ମାସର ଷୋହଳ ଦିନ ପଡ଼ୁଥିବା ତାରିଖ
ଉଦାହରଣ : ଏମାସ ଷୋହଳ ତାରିଖରେ ଈଦ ପଡ଼ୁଛି
ସମକକ୍ଷ : ଷୋହଳ ତାରିଖ
ଅର୍ଥ : ଦଶ ଏବଂ ଛଅ
ଉଦାହରଣ : ଚିଖୁରୀ ଷୋହଳ ବର୍ଷ ବୟସରୁ ମହାଜନଙ୍କ ଘରେ କାମ କରିଆସୁଛି
दस और छः।
Being one more than fifteen.
ସଂସ୍ଥାପନ କରନ୍ତୁ