ଅର୍ଥ : ନେତ୍ର ଗୋଲକର ସଫା, ସ୍ୱଚ୍ଛ ଅଗ୍ର ଭାଗ
ଉଦାହରଣ :
ମଇଳା ପଡ଼ିବା କାରଣରୁ ଆଖିର ଶ୍ୱେତପଟଳ ଲାଲ୍ ହୋଇ ଯାଇଛି
ସମକକ୍ଷ : କାର୍ନିୟା, ଶ୍ୱେତ ମଣ୍ଡଳ
ଅନ୍ୟ ଭାଷାରେ ଅନୁବାଦ :
नेत्र गोलक का साफ़, पारदर्शक अग्र भाग।
कचरा पड़ने के कारण आँख का श्वेतपटल लाल हो गया है।