ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶ୍ୱସନପ୍ରଣାଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶ୍ୱସନପ୍ରଣାଳୀ   ବିଶେଷ୍ୟ

ଅର୍ଥ : ଅକ୍ସିଜେନ୍‌ ଗ୍ରହଣ ଓ କାର୍ବନ୍ ଡାଇଅକ୍ସାଇଡ୍‌ ଶରୀରରୁ ବାହାର କରିବାର ପ୍ରକ୍ରିୟା ବା ଯେଉଁ ପ୍ରକ୍ରିୟାଦ୍ୱାରା ଶ୍ୱସନ କ୍ରିୟା ସମାହିତ ହୋଇଥାଏ

ଉଦାହରଣ : ଶ୍ୱସନତନ୍ତ୍ର ଠିକ୍‌ ଭାବରେ କାମ ନକଲେ ଶ୍ୱାସ ସମ୍ବନ୍ଧୀୟ ରୋଗ ହୋଇଥାଏ

ସମକକ୍ଷ : ଶ୍ୱସନତନ୍ତ୍ର


ଅନ୍ୟ ଭାଷାରେ ଅନୁବାଦ :

वह तंत्र जिसके द्वारा आक्सीजन ग्रहण की जाती है और कार्बन डाई आक्साइड शरीर से बाहर निकाली जाती है या वह तंत्र जिसके द्वारा श्वसन क्रिया प्रतिपादित होती है।

अगर श्वसनतंत्र ठीक तरह से काम न करे तो श्वास संबंधी रोग हो जाते हैं।
श्वसन तंत्र, श्वसन तन्त्र, श्वसन प्रणाली, श्वसन-तंत्र, श्वसन-तन्त्र, श्वसन-प्रणाली, श्वसनतंत्र, श्वसनतन्त्र, श्वसनप्रणाली

The system for taking in oxygen and giving off carbon dioxide. In terrestrial animals this is accomplished by breathing.

respiratory system, systema respiratorium