ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶ୍ୟାମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶ୍ୟାମା   ବିଶେଷ୍ୟ

ଅର୍ଥ : ଶରୀର ଘନ ଅନ୍ଧାର ରାତି ଭଳି କଳା ଓ ମୁକୁଳା କେଶକୁ ନେଇ ସ୍ୱରୂପ ଧାରଣ କରୁଥିବା ମାଆ ଦୁର୍ଗାଙ୍କ ଏକ ରୂପ

ଉଦାହରଣ : କାଳରାତ୍ରୀ ପୂଜା ବିଧାନ ନବରାତ୍ରିର ସପ୍ତମ ଦିବସରେ କରାଯାଇଥାଏ

ସମକକ୍ଷ : କଙ୍କାଳିନୀ, କାଳରାତ୍ରୀ, କାଳିକା, କାଳୀ, ଖର୍ପରଧାରିଣୀ, ମହାରୌଦ୍ରୀ, ମୁକ୍ତକେଶୀ, ମୁଣ୍ଡମାଳିନୀ, ରେବତୀ


ଅନ୍ୟ ଭାଷାରେ ଅନୁବାଦ :

माँ दुर्गा का एक रूप जिनका शरीर अँधेरी रात की तरह काला और बाल बिखरे हुए हैं।

कालरात्रि की पूजा का विधान नवरात के सातवें दिन होता है।
आद्या, कंकालिनी, काल-रात्रि, कालरात्रि, कालिका, कालिका देवी, काली, चंडकाली, महारौद्री, मुक्तकेशी, रेवती, श्यामा

The ultimate manifestation of Shakti, and the mother of all living beings. A fierce form of Goddess Durga.

kali

ଅର୍ଥ : ବୃଷଭାନୁଙ୍କ ଯେଉଁ ଝିଅ କୃଷ୍ଣଙ୍କ ପ୍ରେମିକା ଥିଲେ

ଉଦାହରଣ : ବହୁ କବି ରାଧା ଓ କୃଷ୍ଣଙ୍କ ପ୍ରେମର ଖୁବ‌ସୁନ୍ଦର ବର୍ଣ୍ଣନା କରିଛନ୍ତି

ସମକକ୍ଷ : କୃଷ୍ଣପ୍ରିୟା, କେଶବପ୍ରିୟା, ବୃନ୍ଦାବନେଶ୍ୱରୀ, ବୃଷଭାନବା, ରାଧା, ରାଧାରାଣୀ, ରାଧିକା, ରାସେଶ୍ୱରୀ


ଅନ୍ୟ ଭାଷାରେ ଅନୁବାଦ :

वृषभानु की पुत्री जो कृष्ण की प्रेमिका थीं।

कई कवियों ने राधा और कृष्ण के प्रेम का अनूठा वर्णन किया है।
केशवप्रिया, महरेटी, राधा, राधिका, राधे रानी, रासेश्वरी, वार्षभानवी, वृंदावनेश्वरी, वृषभानुजा, वृषभानुनंदनी, वृषभानुनन्दनी, श्यामा, श्रीनितंबा

An imaginary being of myth or fable.

mythical being