ଅର୍ଥ : କୌଣସି କାବ୍ୟ, ନାଟକଆଦିରେ ଯେଉଁ ପ୍ରଧାନ ପୁରୁଷଙ୍କର ବର୍ଣ୍ଣନା ହୋଇଥାଏ
ଉଦାହରଣ :
ଶିବାଜୀ ଏହି କାବ୍ୟର ଶ୍ରେଷ୍ଠନାୟକ
ସମକକ୍ଷ : ଚରିତ୍ରନାୟକ, ମୁଖ୍ୟନାୟକ, ଶ୍ରେଷ୍ଠଚରିତ୍ର
ଅନ୍ୟ ଭାଷାରେ ଅନୁବାଦ :
वह प्रधान पुरुष जिसके चरित्र का किसी काव्य, नाटक आदि में वर्णन हो।
इस काव्य के चरित्रनायक शिवाजी हैं।