ଅର୍ଥ : ଶୁଣିବା କ୍ରିୟା ବା କାମ
ଉଦାହରଣ :
କାନ ରହିଛି ଭଲ କଥା ଶ୍ରବଣ ପାଇଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସଙ୍ଗୀତର କୌଣସି ସପ୍ତକର ବାଇଶି ଭାଗରୁ ଗୋଟିଏ
ଉଦାହରଣ :
ଶ୍ରୁତି ବିନା ସଙ୍ଗୀତ ଅଧା ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭାରତୀୟ ଆର୍ଯ୍ୟଙ୍କର ସର୍ବପ୍ରଧାନ ଏବଂ ସର୍ବମାନ୍ୟ ଧର୍ମଗ୍ରନ୍ଥ
ଉଦାହରଣ :
ବେଦର ସଂଖ୍ୟା ଚାରି
ଅନ୍ୟ ଭାଷାରେ ଅନୁବାଦ :
(from the Sanskrit word for `knowledge') any of the most ancient sacred writings of Hinduism written in early Sanskrit. Traditionally believed to comprise the Samhitas, the Brahmanas, the Aranyakas, and the Upanishads.
veda, vedic literatureଅର୍ଥ : ଅତ୍ରିଋଷିଙ୍କ ଜଣେ କନ୍ୟା
ଉଦାହରଣ :
ଶ୍ରୁତିଙ୍କ ବର୍ଣ୍ଣନା ପୁରାଣରେ ମିଳେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being