ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶ୍ରୀମତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶ୍ରୀମତୀ   ବିଶେଷ୍ୟ

ଅର୍ଥ : ଶ୍ରୀମାନର ସ୍ତ୍ରୀଲିଙ୍ଗ ରୂପ ଯାହାର ପ୍ରୟୋଗ ବିବାହିତା ସ୍ତ୍ରୀଙ୍କ ନାମର ପୂର୍ବରୁ ଲାଗେ

ଉଦାହରଣ : ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଆମ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ


ଅନ୍ୟ ଭାଷାରେ ଅନୁବାଦ :

श्रीमान् का स्त्रीलिंग रूप, जिसका प्रयोग विवाहित स्त्रियों के नाम के पहले होता है।

श्रीमती इंदिरा गाँधी हमारे देश की प्रथम महिला प्रधान मंत्री थीं।
श्रीमती

A form of address for a married woman.

mrs, mrs.