ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶ୍ରମିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶ୍ରମିକ   ବିଶେଷ୍ୟ

ଅର୍ଥ : ଯେ ଅନ୍ୟପାଇଁ ଶାରୀରିକ ଶ୍ରମ କରି ନିଜର ପେଟ ପୋଷେ

ଉଦାହରଣ : ଶ୍ରମିକମାନେ କେନାଲ ଖୋଳୁଛନ୍ତି

ସମକକ୍ଷ : ମଜୁରିଆ, ମୂଲିଆ, ଶ୍ରମଜୀବୀ


ଅନ୍ୟ ଭାଷାରେ ଅନୁବାଦ :

वह जो दूसरों के लिए शारीरिक श्रम का कार्य करके अपना पेट पालता हो।

मजदूर नहर की खुदाई कर रहे हैं।
कमकर, कर्मी, कामगार, कार्मिक, मजदूर, मज़दूर, मजूर, मुटिया, श्रमजीवी, श्रमिक

An employee who performs manual or industrial labor.

working man, working person, workingman, workman