ଅର୍ଥ : ଯେ ଅନ୍ୟପାଇଁ ଶାରୀରିକ ଶ୍ରମ କରି ନିଜର ପେଟ ପୋଷେ
ଉଦାହରଣ :
ଶ୍ରମିକମାନେ କେନାଲ ଖୋଳୁଛନ୍ତି
ସମକକ୍ଷ : ମଜୁରିଆ, ମୂଲିଆ, ଶ୍ରମିକ
ଅନ୍ୟ ଭାଷାରେ ଅନୁବାଦ :
An employee who performs manual or industrial labor.
working man, working person, workingman, workman