ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶ୍ରଦ୍ଧାଳୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶ୍ରଦ୍ଧାଳୁ   ବିଶେଷ୍ୟ

ଅର୍ଥ : ମନରେ ଶ୍ରଦ୍ଧା ଥିବା ବ୍ୟକ୍ତି

ଉଦାହରଣ : ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗିଥିଲା

ସମକକ୍ଷ : ଶ୍ରଦ୍ଧାବାନ


ଅନ୍ୟ ଭାଷାରେ ଅନୁବାଦ :

वह व्यक्ति जिसके मन में श्रद्धा हो।

मंदिर के प्रांगण में श्रद्धालुओं की भीड़ जमा है।
श्रद्धालु, श्रद्धावान, श्रद्धावान्

Someone who regards with deep respect or reverence.

venerator

ଶ୍ରଦ୍ଧାଳୁ   ବିଶେଷଣ

ଅର୍ଥ : ଯାହା ମନରେ ଶ୍ରଦ୍ଧା ଅଛି

ଉଦାହରଣ : ଗ୍ରାମର ଅନେକ ଶ୍ରଦ୍ଧାଳୁ ବ୍ୟକ୍ତି ତୀର୍ଥ କରିବାକୁ ଯାଇଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

जिसके मन में श्रद्धा हो।

गाँव के बहुत से श्रद्धालु जन तीर्थयात्रा पर गए हैं।
श्रद्धालु