ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୋଷିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୋଷିତ   ବିଶେଷଣ

ଅର୍ଥ : ଯାହାକୁ ଶୋଷଣ କରାଯାଇଛି

ଉଦାହରଣ : ମାଟିଦ୍ୱାରା ଶୋଷିତ ଜଳର କିଛି ଅଂଶ ଗଛ ପ୍ରାପ୍ତକରେ

ସମକକ୍ଷ : ଅବଶୋଷିତ


ଅନ୍ୟ ଭାଷାରେ ଅନୁବାଦ :

जिसका अवशोषण हुआ हो।

मिट्टी द्वारा अवशोषित जल का कुछ अंश पौधों को प्राप्त होता है।
अवशोषित, शोषित

ଅର୍ଥ : କୌଣସି ବ୍ୟକ୍ତି, ସମାଜ ଆଦିଦ୍ୱାରା ଯାହାଙ୍କୁ ଶୋଷଣ କରାଯାଉଛି

ଉଦାହରଣ : ଶୋଷିତ ବର୍ଗଙ୍କ ଉତ୍‌ଥାନ ନିମନ୍ତେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ


ଅନ୍ୟ ଭାଷାରେ ଅନୁବାଦ :

किसी व्यक्ति, समाज आदि के द्वारा जिसका शोषण हुआ हो।

शोषित वर्ग के उत्थान के लिए सबको प्रयासरत होना चाहिए।
शोषित