ଅର୍ଥ : ଆସାମର ଏକ ସହର
ଉଦାହରଣ :
ଶୋଣିତପୁରରେ ପୂର୍ବେ ବାଣାସୁର ରାଜୁତି କରୁଥିଲା
ସମକକ୍ଷ : ଶୋଣିତପୁର ସହର
ଅନ୍ୟ ଭାଷାରେ ଅନୁବାଦ :
भारत के असम राज्य का एक शहर।
शोणितपुर में कभी वाणासुर का राज्य हुआ करता था।ଅର୍ଥ : ଗୋଟିଏ ପୌରାଣିକ ନଗର
ଉଦାହରଣ :
ଏକଦା ବାଣାସୁରର ରାଜଧାନୀ ଶୋଣିତପୁର ଥିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଆସାମର ଏକ ଜିଲ୍ଲା
ଉଦାହରଣ :
ଶୋଣିତପୁର ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଶୋଣିତପୁର ସହରରେ ଅବସ୍ଥିତ
ସମକକ୍ଷ : ଶୋଣିତପୁର ଜିଲ୍ଲା
ଅନ୍ୟ ଭାଷାରେ ଅନୁବାଦ :
भारत के असम राज्य का एक जिला।
शोणितपुर जिले का मुख्यालय शोणितपुर शहर में है।A region marked off for administrative or other purposes.
district, dominion, territorial dominion, territory