ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୈଶବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୈଶବ   ବିଶେଷ୍ୟ

ଅର୍ଥ : ଶିଶୁ ସମୟର ଅବସ୍ଥା

ଉଦାହରଣ : ତାର ଶୈଶବ ଭାରି କଷ୍ଟରେ ବିତିଛି

ସମକକ୍ଷ : ପିଲାଦିନ, ବାଲ୍ୟକାଳ


ଅନ୍ୟ ଭାଷାରେ ଅନୁବାଦ :

वह समय जब तक कोई शिशु होता है।

उसका बचपन बहुत कठिनाई में बीता।
बचपन, शैशव

The time of person's life when they are a child.

childhood

ଅର୍ଥ : ଶିଶୁ ଅବସ୍ଥା

ଉଦାହରଣ : ତାହାର ପିଲାଦିନ ଖୁବ୍‌ କଷ୍ଟରେ ବିତିଛି

ସମକକ୍ଷ : ପିଲାଦିନ, ବାଲ୍ୟାବସ୍ଥା


ଅନ୍ୟ ଭାଷାରେ ଅନୁବାଦ :

शिशु होने की अवस्था।

हमें अपना बचपन याद कहाँ रहता है।
उसका बचपन बहुत ही कठिनाइयों में बीता।
बचपन, बाल्यावस्था, शिशुता, शैशव

The state of a child between infancy and adolescence.

childhood, puerility