ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୃଙ୍ଗାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୃଙ୍ଗାରୀ   ବିଶେଷଣ

ଅର୍ଥ : ରମଣ କରୁଥିବା ଲୋକ ବା ଆନନ୍ଦ ଉପଭୋଗ କରୁଥିବା ଲୋକ

ଉଦାହରଣ : ଏହି ଶୃଙ୍ଗାରୀ ବ୍ୟକ୍ତି ଶୃଙ୍ଗାର ଅତିରିକ୍ତ ଅନ୍ୟ କିଛି ଚିନ୍ତା କରେ ନାହିଁ


ଅନ୍ୟ ଭାଷାରେ ଅନୁବାଦ :

रमण करने वाला या मजा उड़ाने वाला।

उस अभिरामी व्यक्ति को रमण के अतिरिक्त कुछ और नहीं सूझता है।
अभिरामी

ଅର୍ଥ : ମିଳନ ବା ସଂଯୋଗ ଚାହୁଁଥିବା ଲୋକ

ଉଦାହରଣ : ନବ-ବିବାହିତ ଶୃଙ୍ଗାରୀ ବ୍ୟକ୍ତି କାର୍ଯ୍ୟ ତ୍ୟାଗ କରି ଗୃହକୁ ପ୍ରସ୍ଥାନ କଲା


ଅନ୍ୟ ଭାଷାରେ ଅନୁବାଦ :

मिलन या संयोग चाहने वाला।

नव-विवाहित युयुक्षमान व्यक्ति काम छोड़कर घर के लिए निकल पड़ा।
युयुक्षमान