ଅର୍ଥ : ପଶୁଙ୍କୁ ବାନ୍ଧିବାପାଇଁ ସେମାନଙ୍କ ଗଳାରେ ପିନ୍ଧାଯାଉଥିବା ଧାତୁ ନିର୍ମିତ କଡ଼ି
ଉଦାହରଣ :
କୁକୁରକୁ ଜଞ୍ଜିରରେ ବାନ୍ଧିଦିଅ
ସମକକ୍ଷ :
ଜଞ୍ଜିର, ଶିକୁଳା, ଶିକୁଳୀ
ଅନ୍ୟ ଭାଷାରେ ଅନୁବାଦ :
A series of (usually metal) rings or links fitted into one another to make a flexible ligament.
chain