ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୁଣିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୁଣିବା   ବିଶେଷ୍ୟ

ଅର୍ଥ : ଶୁଣିବା କ୍ରିୟା ବା କାମ

ଉଦାହରଣ : କାନ ରହିଛି ଭଲ କଥା ଶ୍ରବଣ ପାଇଁ

ସମକକ୍ଷ : ଶ୍ରବଣ, ଶ୍ରୁତି


ଅନ୍ୟ ଭାଷାରେ ଅନୁବାଦ :

सुनने की क्रिया या भाव।

कान अच्छी बातों के श्रवण के लिए ही है।
आकर्णन, आश्रुति, निशामन, श्रवण, श्रुति, सुनना, सुनवाई, सुनाई

The act of hearing attentively.

You can learn a lot by just listening.
They make good music--you should give them a hearing.
hearing, listening

ଅର୍ଥ : କୌଣସି ପ୍ରକାରର ଅଭିଯୋଗ ବା ନିବେଦନ ଆଦିର ଶୁଣାଣି ହେବାର କ୍ରିୟା

ଉଦାହରଣ : ସେ ଚିତ୍କାରକରି ପୁଲିସକୁ ଫଇସଲା ଶୁଣାଇବା ପାଇଁ ବ୍ୟସ୍ତ କରିଦେଲା କେଉଁଠି ହେଉ ବା ନହେଉ ଭଗବାନଙ୍କ ଦରବାରରେ ନିଶ୍ଚୟ ଫଇସଲା ଶୁଣାଣି ହେବ

ସମକକ୍ଷ : ଫଇସଲା ଶୁଣାଇବା, ଫଇସଲା ଶୁଣାଣି, ଶ୍ରବଣ


ଅନ୍ୟ ଭାଷାରେ ଅନୁବାଦ :

किसी तरह की शिकायत या फरियाद आदि के सुने जाने की क्रिया।

उसने चिल्ला-चिल्लाकर पुलिस को सुनवाई के लिए मज़बूर कर दिया।
कहीं हो न हो पर भगवान के घर अवश्य सुनवाई होगी।
सुनवाई

The act of hearing attentively.

You can learn a lot by just listening.
They make good music--you should give them a hearing.
hearing, listening

ଶୁଣିବା   କ୍ରିୟାପଦ

ଅର୍ଥ : କଥା ମାନିବା

ଉଦାହରଣ : ଆଜିକାଲି ପିଲାମାନେ କାହା କଥା ଶୁଣୁନାହାନ୍ତି

ସମକକ୍ଷ : ମାନିବା


ଅନ୍ୟ ଭାଷାରେ ଅନୁବାଦ :

बात मानना।

आजकल के बच्चे किसी की नहीं सुनते हैं।
सुनना

Listen and pay attention.

Listen to your father.
We must hear the expert before we make a decision.
hear, listen, take heed

ଅର୍ଥ : କାହାର କଥା ବା ପ୍ରାର୍ଥନା ଉପରେ ଧ୍ୟାନ ଦେବା

ଉଦାହରଣ : ରାଜା ଫେରାଦି ଲୋକଙ୍କର ଗୋଟିଏବି କଥା ଶୁଣିଲେ ନାହିଁ


ଅନ୍ୟ ଭାଷାରେ ଅନୁବାଦ :

किसी की बात या प्रार्थना पर ध्यान देना।

राजा ने फरियादी की एक न सुनी।
सुनना

Listen and pay attention.

Listen to your father.
We must hear the expert before we make a decision.
hear, listen, take heed

ଅର୍ଥ : ବିଚାର ପାଇଁ ଦୁଇ ପକ୍ଷର କଥାକୁ ନିଜ ସମ୍ମୁଖରେ ରଖିବା

ଉଦାହରଣ : ନ୍ୟାୟଧୀଶ ଅଭିଯୋଗକାରୀ ଓ ଅଭିଯୁକ୍ତ ଦୁହିଁଙ୍କ କଥା ଶୁଣିଲେ


ଅନ୍ୟ ଭାଷାରେ ଅନୁବାଦ :

विचार के लिए दोनों पक्षों की बातें अपने सामने आने देना।

न्यायाधीश ने अभियोगी और अभियुक्त दोनों की बातें सुनी।
सुनना

Examine or hear (evidence or a case) by judicial process.

The jury had heard all the evidence.
The case will be tried in California.
hear, try

ଅର୍ଥ : ନିଜର ନିନ୍ଦାକଥା ବା ଗାଳି ଶ୍ରବଣ କରିବା

ଉଦାହରଣ : ଆଜି ସକାଳୁ ସକାଳୁ ମୁଁ ମୋ ଶାଶୁଙ୍କଠାରୁ ବହୁତ ଶୁଣିଲି


ଅନ୍ୟ ଭାଷାରେ ଅନୁବାଦ :

अपनी निन्दा की बात या डाँट-फटकार श्रवण करना।

आज सुबह-सुबह मैंने अपनी सास से बहुत सुना।
सुनना

ଅର୍ଥ : କୁହାଯାଉଥିବା କଥା ବା ଶବ୍ଦ କାନରେ ଶୁଣି ଜ୍ଞାନ ପ୍ରାପ୍ତକରିବା

ଉଦାହରଣ : ସେ ସତ୍ୟନାରାୟଣ ଭଗବାନଙ୍କ କଥା ଶୁଣୁଛି

ସମକକ୍ଷ : ଶ୍ରବଣ କରିବା


ଅନ୍ୟ ଭାଷାରେ ଅନୁବାଦ :

कही हुई बात या शब्द का कानों से ज्ञान प्राप्त करना।

वह सत्यनारायण भगवान की कथा सुन रहा है।
श्रवण करना, सुनना

Perceive (sound) via the auditory sense.

hear