ଅର୍ଥ : ମୁଣ୍ଡର ଉର୍ଦ୍ଧରେ ସବୁଠାରୁ ଊଚ୍ଚ ସ୍ଥାନ
ଉଦାହରଣ :
ମନ୍ଦିରର ଶୀର୍ଷବିନ୍ଦୁରେ ପତାକା ଉଡ଼ୁଛି
ଅର୍ଥ : ମୁଣ୍ଡ ଉପକୁ ସିଧାରେ ଆକାଶରେ ଥିବା କଳ୍ପିତ ବିନ୍ଦୁ
ଉଦାହରଣ :
କିଏ ଶିରୋବିନ୍ଦୁର କଳ୍ପନା କରିଥିଲା ?
ସମକକ୍ଷ : ଆକାଶବିନ୍ଦୁ, ଶିରୋବିନ୍ଦୁ
ଅନ୍ୟ ଭାଷାରେ ଅନୁବାଦ :
सिर के ऊपर सीध में पड़ने वाला कल्पित बिंदु।
आकाशचोटी की कल्पना किसने की थी।The point above the observer that is directly opposite the nadir on the imaginary sphere against which celestial bodies appear to be projected.
zenithଅର୍ଥ : ଯେଉଁ କଳ୍ପିତ ବିନ୍ଦୁ ମୁଣ୍ଡଉପରେ ଆକାଶରେ ଥିବାର ଗ୍ରହଣ କରାଯାଏ
ଉଦାହରଣ :
ଦୁଇପ୍ରହରର ସୂର୍ଯ୍ୟ ଶୀର୍ଷବିନ୍ଦୁରେ ଥାଏ
ଅନ୍ୟ ଭାଷାରେ ଅନୁବାଦ :
वह कल्पित बिन्दु जो सिर के ऊपर आकाश में माना जाता है।
दोपहर को सूर्य शीर्षबिंदु पर होता है।The point above the observer that is directly opposite the nadir on the imaginary sphere against which celestial bodies appear to be projected.
zenith