ଅର୍ଥ : ଗୃହନିର୍ମାଣ ସାମଗ୍ରୀ ରୂପେ ବ୍ୟବହୃତ ହେଉଥିବା ଯେଉଁ ନିର୍ଦ୍ଦିଷ୍ଟ ଆକାରର ଶିଳାଖଣ୍ଡ କୌଣସି ବିଶେଷ ଉଦ୍ଦେଶ୍ୟରେ ତିଆରି ହୋଇଥାଏ
ଉଦାହରଣ :
ଏହି ଭବନର କାନ୍ଥଗୁଡ଼ିକ ଶଙ୍ଖ ମଲମଲ ପଥରରେ ତିଆରି ହୋଇଛି
ସମକକ୍ଷ : ପଥର
ଅନ୍ୟ ଭାଷାରେ ଅନୁବାଦ :
Building material consisting of a piece of rock hewn in a definite shape for a special purpose.
He wanted a special stone to mark the site.ଅର୍ଥ : ବିଶେଷକରି ଚେପେଟା ପଥର ଖଣ୍ଡ
ଉଦାହରଣ :
ପଥର ଖଣ୍ଡ ଖସିପଡ଼ିବାରୁ ଦୁଇଜଣ ଲୋକଙ୍କର ମୃତ୍ୟୁ ହୋଇଗଲା
ସମକକ୍ଷ : ପଥରଖଣ୍ଡ
ଅନ୍ୟ ଭାଷାରେ ଅନୁବାଦ :
पत्थर का विशेषकर चपटा टुकड़ा।
चट्टान खिसकने से दो लोगों की मौत हो गयी।