ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶିଳର ଯେଉଁ ଉପର ଭାଗରେ ବଟା ହୋଇଥିବା ବସ୍ତୁ ଆଦି ରଖାଯାଏ
ଉଦାହରଣ : ସେ ଶିଳରେ ହଳଦୀ ବାଟିବା ଶିଳପୁଆକୁ ଧୋଇ ଶିଳମୁଣ୍ଡି ଉପରେ ରଖିଦେଲା
ସମକକ୍ଷ : ଧାର, ମଙ୍ଗ
ଅନ୍ୟ ଭାଷାରେ ଅନୁବାଦ :हिन्दी
सिल का वह ऊपरी भाग जो छिना नहीं जाता और जिस पर पीसी हुई वस्तु आदि रखी जाती है।
ସଂସ୍ଥାପନ କରନ୍ତୁ