ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିରସ୍ତ୍ରାଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିରସ୍ତ୍ରାଣ   ବିଶେଷ୍ୟ

ଅର୍ଥ : ମୁଣ୍ଡର ସୁରକ୍ଷା ନିମନ୍ତେ ପିନ୍ଧାଯାଉଥିବା ଲୁହା ବା ପିତଳରେ ତିଆରି ଏକ ଟୋପି

ଉଦାହରଣ : ସୈନିକଟି ଶିରସ୍ତ୍ରାଣ ପିନ୍ଧିଛି

ସମକକ୍ଷ : ଶିରସ୍ତ୍ର


ଅନ୍ୟ ଭାଷାରେ ଅନୁବାଦ :

सिर की रक्षा के लिए पहनी जानेवाली लोहे या पीतल की टोपी।

सैनिक घूघ पहने हुए हैं।
घूघ

Armor plate that protects the head.

helmet

ଅର୍ଥ : ମୁଣ୍ଡକୁ ଆଘାତରୁ ରକ୍ଷା କରିବା ପାଇଁ ପିନ୍ଧା ଯାଉଥିବା ଧାତୁ ତିଆରି ଏକ ମଝବୁତ ଟୋପି

ଉଦାହରଣ : ମୋଟର ସାଇକେଲ୍ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ଅନିବାର୍ଯ୍ୟ କରାଯାଇଛି

ସମକକ୍ଷ : ହେଲମେଟ୍


ଅନ୍ୟ ଭାଷାରେ ଅନୁବାଦ :

सिर को चोट लगने से बचाने के लिए पहना जाने वाला एक धातु का बना मज़बूत टोप।

मोटर-सायकल चलाने वालों के लिए हेलमेट पहनना अनिवार्य कर दिया गया है।
शिरत्रान, शिरस्त्राण, हेलमिट, हेलमेट

Armor plate that protects the head.

helmet

ଅର୍ଥ : ଲଢ଼େଇ ସମୟରେ ଯୋଦ୍ଧାମାନେ ପିନ୍ଧୁଥିବା ଲୁହାର ଟୋପି

ଉଦାହରଣ : ସଂଗ୍ରାହଳାୟରେ ପ୍ରାଚୀନ କାଳର ରାଜାମାନଙ୍କର ବିଭିନ୍ନପ୍ରକାରର ଶିରସ୍ତ୍ରାଣ ରଖାଯାଇଛି


ଅନ୍ୟ ଭାଷାରେ ଅନୁବାଦ :

लड़ाई के समय योद्धाओं के पहनने का लोहे का टोप।

संग्रहालय में पुराने राजाओं के तरह-तरह के शिरस्त्राण रखे हुए हैं।
खोद, खोल, झिलम, शिरत्राण, शिरत्रान, शिरस्त्र, शिरस्त्राण

Armor plate that protects the head.

helmet