ଅର୍ଥ : ଯେଉଁ ମନ୍ଦିରରେ ଭଗବାନ ଶିବଙ୍କ ମୂର୍ତ୍ତି ସ୍ଥାପିତ ହୋଇ ଶିବଙ୍କୁ ଆରାଧନା କରାଯାଏ
ଉଦାହରଣ :
ସେ ପ୍ରତ୍ୟେକ ସୋମବାର ଶିବ ମନ୍ଦିରକୁ ଯାଏ
ସମକକ୍ଷ : ମହାଦେବ ମନ୍ଦିର, ଶିବାଳୟ, ଶିବାୟତନ
ଅନ୍ୟ ଭାଷାରେ ଅନୁବାଦ :
Place of worship consisting of an edifice for the worship of a deity.
temple