ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିଖାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିଖାଇବା   କ୍ରିୟାପଦ

ଅର୍ଥ : ଶୁଆ, ଶାରୀଆଦି ପକ୍ଷିମାନଙ୍କୁ ମଣିଷର ଭାଷା ଶିଖାଇବା

ଉଦାହରଣ : ମୋହନ ଶୁଆକୁ ରାମ ରାମ ପଢ଼ାଉଅଛି

ସମକକ୍ଷ : ପଢ଼ାଇବା


ଅନ୍ୟ ଭାଷାରେ ଅନୁବାଦ :

तोते, मैना आदि पक्षियों को मनुष्य की बोली सिखाना।

मोहन तोते को राम राम पढ़ा रहा है।
पढ़ाना