ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୁକୁଡା, ମୟୂର ଇତ୍ୟାଦିର ମୁଣ୍ଡ ଉପରେ ଥିବା ପର ବା ମାଂସଳ ଆକର୍ଷକ ଭାଗ
ଉଦାହରଣ : ଗଞ୍ଜାର ମୁଣ୍ଡ ଉପରେ ଲାଲ ରଙ୍ଗର ଚୂଳ ଅଛି
ସମକକ୍ଷ : ଚୂଳ
ଅନ୍ୟ ଭାଷାରେ ଅନୁବାଦ :हिन्दी English
मुर्गे, मोर आदि के सिर पर का पर या मांसल आकर्षक भाग।
A showy growth of e.g. feathers or skin on the head of a bird or other animal.
ଅର୍ଥ : ଦୀପର ଅଗ୍ନିଶିଖା
ଉଦାହରଣ : ସୀମା ଦୀପ ଶିଖାକୁ ତେଜୁଛି
ସମକକ୍ଷ : ଦୀପ ଶିଖା
ଅନ୍ୟ ଭାଷାରେ ଅନୁବାଦ :हिन्दी
दीपक की लौ।
ଅର୍ଥ : ହିନ୍ଦୁମାନେ ମୁଣ୍ଡ ଉପରର ମଧ୍ୟ ଭାଗରେ ରଖୁଥିବା ବାଳ ଗୁଚ୍ଛ
ଉଦାହରଣ : ଆଜିକାଲି ଅଧିକାଂଶ ହିନ୍ଦୁ ମୁଣ୍ଡରେ ଶିଖା ରଖୁନାହାଁନ୍ତି
ସମକକ୍ଷ : ଚୂଟୀ, ଚୂଳ
बालों का वह गुच्छा जो हिंदू लोग सिर के ऊपरी मध्य भाग में रखते हैं।
ସଂସ୍ଥାପନ କରନ୍ତୁ