ଅର୍ଥ : ଶିକ୍ଷାର ବା ଶିକ୍ଷାସହ ସମ୍ବନ୍ଧିତ
ଉଦାହରଣ :
ଆପଣଙ୍କୁ ଏହି ପ୍ରାର୍ଥନା ପତ୍ରସହିତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ର ମଧ୍ୟ ଦେବାକୁ ହେବ
ସମକକ୍ଷ :
ଶିକ୍ଷା ସମ୍ବନ୍ଧୀୟ
ଅନ୍ୟ ଭାଷାରେ ଅନୁବାଦ :
शिक्षा का या शिक्षा से संबंधित।
आपको इस प्रार्थना-पत्र के साथ शैक्षिक योग्यता का प्रमाण-पत्र भी देना होगा।
इल्मी,
तालीमी,
शैक्षिक
Associated with academia or an academy.
The academic curriculum.
Academic gowns.
academic